ଛାତ୍ରଛାତ୍ରୀମାନେ ପରୀକ୍ଷା ସଂକ୍ରାନ୍ତ ସମସ୍ତ ସୂଚନା ପାଇବେ…
ଇଂଜିନିୟରିଂ ଟ୍ରେଡ୍ଗୁଡ଼ିକ :
| ୧ମ ଓ ୨ୟ ସେମିଷ୍ଟର | ୩ୟ ଓ ୪ର୍ଥ ସେମିଷ୍ଟର |
|---|---|
| ଟ୍ରେଡ଼୍ ପ୍ରାକ୍ଟିକାଲ:- ଚୂଡ଼ାନ୍ତ ପରୀକ୍ଷା- ୨୭୦ ସେସନ ୱାରୀ – ୩୦ ମୋଟ = ୩୦୦, ପାସ୍ (୬୦%)= ୧୮୦ |
ଟ୍ରେଡ଼୍ ପ୍ରାକ୍ଟିକାଲ:- ଚୂଡ଼ାନ୍ତ ପରୀକ୍ଷା- ୨୭୦ ସେସନ ୱାରୀ – ୩୦ ମୋଟ = ୩୦୦, ପାସ୍ (୬୦%)= ୧୮୦ |
| ଟ୍ରେଡ଼୍ ଥିଓରୀ:- ଚୂଡ଼ାନ୍ତ ପରୀକ୍ଷା:- ୧୫୦ ସେସନ୍ୱାରୀ – ୨୦ ମୋଟ = ୧୭୦, ପାସ୍(୪୦%)= ୬୮ |
ଟ୍ରେଡ଼୍ ଥିଓରୀ:- ଚୂଡ଼ାନ୍ତ ପରୀକ୍ଷା:- ୧୫୦ ସେସନ୍ୱାରୀ – ୨୦ ମୋଟ = ୧୭୦, ପାସ୍(୪୦%)= ୬୮ |
| ଡବ୍ଲୁ/ଏସ୍:- ଚୂଡ଼ାନ୍ତ ପରୀକ୍ଷା- ୭୫ ସେସନୱାରୀ – ୧୦ ମୋଟ = ୮୫, ପାସ୍(୪୦%)=୩୪ |
ଡବ୍ଲୁ/ଏସ୍:- ଚୂଡ଼ାନ୍ତ ପରୀକ୍ଷା- ୭୫ ସେସନୱାରୀ – ୧୦ ମୋଟ = ୮୫, ପାସ୍(୪୦%)=୩୪ |
| ଇଂଜିନିୟରିଂ ଡ଼ିଗ୍ରୀ:- ଚୂଡ଼ାନ୍ତ ପରୀକ୍ଷା-୭୫ ସେସନୱାରୀ- ୨୦ ମୋଟ= ୯୫, ପାସ୍ (୪୦%)= ୩୮ |
ଇଂଜିନିୟରିଂ ଡ଼ିଗ୍ରୀ:- ଚୂଡ଼ାନ୍ତ ପରୀକ୍ଷା-୭୫ ସେସନୱାରୀ- ୨୦ ମୋଟ= ୯୫, ପାସ୍ (୪୦%)= ୩୮ |
| ନିଯୁକ୍ତ ହେବାର ଦକ୍ଷତା:- ଚୂଡ଼ାନ୍ତ ପରୀକ୍ଷା- ୫୦ ସେସନ୍ୱାରୀ – କିଛି ନାହିଁ ମୋଟଠ= ୫୦, ପାସ୍ (୪୦%)=୨୦ |
୩ୟ ଓ ୪ର୍ଥ ସେମିଷ୍ଟରରେ ନିଯୁକ୍ତ ହେବାର କୌଣସି ଦକ୍ଷତା ନାହିଁ। |
| ସର୍ବମୋଟ = ୭୦୦ | ସର୍ବମୋଟ = ୬୫୦ |
| ପାସ୍= ୩୪୦ | ପାସ୍= ୩୨୦ |
ଅଣ ଇଂଜିନିୟରିଂ ଟ୍ରେଡ଼୍
| ୧ମ ସେମିଷ୍ଟର ଓ ୨ୟ ସେମିଷ୍ଟର |
|---|
| ଟ୍ରେଡ୍ ପ୍ରାକ୍ଟିକାଲ:- ଚୂଡ଼ାନ୍ତ ପରୀକ୍ଷା-୧୦୦ ସେସନୱାରୀ- ୨୦ ମୋଟ=୧୨୦, ପାସ୍ (୬୦%)=୭୨ |
| ଟ୍ରେଡ଼୍ ଥିଓରୀ:- ଚୂଡ଼ାନ୍ତ ପରୀକ୍ଷା-୩୦, ସେସନୱାରୀ- କିଛି ନାହିଁ ପାସ୍(୪୦%)= ୧୨ |
| ନିଯୁକ୍ତି ଦକ୍ଷତା:- ଚୂଡ଼ାନ୍ତ ପରୀକ୍ଷା-୫୦ ସେସନୱାରୀ- କିଛି ନାହିଁ ମୋଟ=୫୦, ପାସ୍(୪୦%)= ୨୦ |
| ସର୍ବମୋଟ = ୨୦୦ |
| ପାସ୍= ୧୦୪ |
୧ମ ସେମିଷ୍ଟର ଇଂଜିନିୟରିଂ ଟ୍ରେଡ୍ଗୁଡ଼ିକ ପାଇଁ
ଅନୁଷ୍ଠାନ ମୂଲ୍ୟାଙ୍କନ କରେ ୩୫୦ ମାର୍କ (ଟ.ପି. – ୩୦୦ ଓ ଥିଓରୀ ସେସନୱାରୀ- ୫୦)
ଓଏମ୍ଆର୍ ମୂଲ୍ୟାଙ୍କନ – ୩୫୦ ମାର୍କ
୨ୟ ସେମିଷ୍ଟର ଇଂଜିନିୟରିଂ ଟ୍ରେଡ୍ଗୁଡ଼ିକ ପାଇଁ
ଅନୁଷ୍ଠାନ ମୂଲ୍ୟାଙ୍କନ କରେ ୩୫୦ ମାର୍କ (ଟ.ପି. – ୩୦୦ ଓ ଥିଓରୀ ସେସନୱାରୀ- ୫୦)
ଓଏମ୍ଆର୍ ମୂଲ୍ୟାଙ୍କନ – ୨୭୫ ମାର୍କ
ପରିଷଦ ମୂଲ୍ୟାଙ୍କନ କରେ – ଇ.ଡି. – ୭୫ ମାର୍କ
୩ୟ ଓ ୪ର୍ଥ ସେମିଷ୍ଟର ଇଂଜିନିୟରିଂ ଟ୍ରେଡ଼୍ ପାଇଁ
ଅନୁଷ୍ଠାନ ମୂଲ୍ୟାଙ୍କନ କରେ ୩୫୦ ମାର୍କ (ଟି.ପି. – ୩୦୦ ଓ ଥିଓରି ସେସନ୍ୱାରୀ – ୫୦)
ଓ.ଏମ୍.ଆର୍. ମୂଲ୍ୟାଙ୍କନ – ୨୨୫ ମାର୍କ
ପରିଷଦ ମୂଲ୍ୟାଙ୍କନ କରେ – ଇ.ଡି. – ୭୫ ମାର୍କ
| ଆଡ୍ଭାନ୍ସ ମଡ୍ୟୁଲ୍ | |
|---|---|
| ପ୍ରାକ୍ଟିକାଲ = ୩୦୦ | ଥିଓରି = ୧୦୦ |
| ପ୍ରାକ୍ଟିକାଲ ସେସନ୍= ୧୦୦ | ଥିଓରି ସେସନ୍ୱାରୀ=୨୦ |
| ପ୍ରାକ୍ଟିକାଲ ପାସ୍ ମାର୍କ= ୬୦% | ଥିଓରି ପାସ୍ ମାର୍କ = ୪୦% |
| ମୋଟ ମାର୍କ = ୫୨୦ | |
| ବିବିଟି | |
|---|---|
| ମୋଟ ମାର୍କ = ୯୦୦ | ଥିଓରି ୧=୧୦୦ |
| ପ୍ରାକ୍ଟିକାଲ ୧ = ୨୦୦ | ଥିଓରି ୨=୧୦୦ |
| ପ୍ରାକ୍ଟିକାଲ ୨=୨୦୦ | ଥିଓରି=୨୦ |
| ପ୍ରାକ୍ଟିକାଲ ସେସନୱାରୀ = ୨୦୦ | |
| ଡବ୍ଲୁ/ଏସ୍+ଇଂଜିନିୟରିଂ ଡ୍ରଇଙ୍ଗ୍=୧୦୦ | |
| ଡବ୍ଲୁ/ଏସ୍ ଓ ଇଂଜିନିୟରିଂ ଡ୍ରଇଂ ସେସନୱାରୀ=୨୦ | |
| ଉଦ୍ୟୋଗିତା ଓ ଯୋଗାଯୋଗ ଦକ୍ଷତା=୫୦ | |
| ସେସନୱାରୀ ଉଦ୍ୟୋଗିତା ଓ ଯୋଗାଯୋଗ ଦକ୍ଷତା= ୧୦ | |
| ପ୍ରାକ୍ଟିକାଲ ପାସ୍ ମାର୍କ=୬୦% | |
| ଥିଓରି ପାସ୍ ମାର୍କ = ୪୦% | |
| ଡବ୍ଲୁ/ଏସ୍ ପାସ୍ ମାର୍କ = ୪୦% | |
| ଉଦ୍ୟୋଗିତା ଓ ଯୋଗାଯୋଗ ଦକ୍ଷତା ପାସ୍ ମାର୍କ= ୩୩% | |