ତଳେ ଦିଆଯାଇଥିବା ଲିଙ୍କ୍ ବ୍ୟବହାର କରି ଛାତ୍ରଛାତ୍ରୀମାନେ ବିଭିନ୍ନ ଅନ୍ଲାଇନ୍ ସେବାଗୁଡ଼ିକ ପାଇ ପାରିବେ
| କ୍ରମାଙ୍କ. | ଅନ୍ଲାଇନ୍ ସେବାଗୁଡ଼ିକ |
|---|---|
| ୧ | ଡୁପ୍ଲିକେଟ୍ ଡିପ୍ଲୋମା ପ୍ରମାଣପତ୍ର ନିର୍ଗମନ |
| ୨ | ଡୁପ୍ଲିକେଟ୍ ଡିଭିଜନ୍ ଭିତ୍ତିକ ମାର୍କଶିଟ୍ ନିର୍ଗମନ |
| ୩ | ସେମିଷ୍ଟର ମାର୍କଶିଟ୍ ନିର୍ଗମନ |
| ୪ | ମାଇଗ୍ରେସନ୍ ପ୍ରମାଣପତ୍ର ନିର୍ଗମନ |
| ୫ | ଦସ୍ତାବିଜ୍ ଯାଞ୍ଚ |
| ୬ | ଉତ୍ତରଖାତାଗୁଡ଼ିକର ଫଟୋନକଲ |
| ୭ | ଡିପ୍ଲୋମା ପ୍ରୋଭିଜନାଲ ପ୍ରମାଣପତ୍ର ନିର୍ଗମନ |
ଅନ୍ଲାଇନ୍ ସେବାଗୁଡ଼ିକୁ ହାସଲ କରିବା ପାଇଁ ବ୍ୟବହାରକାରୀଙ୍କ ଅନୁସରଣିକା
ଅନ୍ଲାଇନ୍ ସେବାଗୁଡ଼ିକୁ ପାଇବା ପାଇଁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ –www.lokaseba-odisha.in
